You are currently viewing ଆଜି  ରାଜ୍ୟରୁ ୩୫୧ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରୁ ୩୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରୁ ୩୫୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସଙ୍ଗରୋଧ କେନ୍ଦ୍ରରୁ ୨୦୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୪୮ ରହିଛି |ଯାହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଆଜି ଅନୁଗୁଳ ୪୧ ,ବାଲେଶ୍ୱର ୧୭ ,ବରଗଡ଼ ୮ ,ଭଦ୍ରକ ୫ ,ବଲାଙ୍ଗୀର ୧୦,ବୌଦ୍ଧ ୨ ,କଟକ ୨୭ , ଦେବଗଡ଼ ୨ ,ଢେଙ୍କାନାଳ ୩ , ଗଞ୍ଜାମ ୨ ,ଜଗତସିଂହପୁର ୮ ,ଯାଜପୁର ୬ ,ଝାରସୁଗୁଡା ୧୧ ,କଳାହାଣ୍ଡି ୩ ,କେନ୍ଦ୍ରାପଡା ୯ ,କେନ୍ଦୁଝର ୮ ,ଖୋର୍ଦ୍ଧା ୫୨ ,କୋରାପୁଟ ୧,ମାଲକାନଗିରି ୨,ମୟୁରଭଞ୍ଜ ୧୭ ,ନବରଙ୍ଗପୁର ୬ ,ନୟାଗଡ ୧ , ନୂଆପଡା ୨୧ ,ପୁରୀ ୩ ,ସମ୍ବଲପୁର ୨୬ ସୋନପୁର ୧ ,ସୁନ୍ଦରଗଡ ୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି |ତେବେ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୫୧୪୭ ,ସୁସ୍ଥ ସଂଖ୍ୟା ୩୨୦୨୦୮ | ସମୁଦାୟ ସକ୍ରିୟ ସଂଖ୍ୟା ୩୦୬୧ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୫୮ |

ଅନ୍ୟମାନଙ୍କୁ ଜଣାନ୍ତୁ।