ଭୁବନେଶ୍ୱର: ଆଜି ରାଜ୍ୟରୁ ୩୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୧୦ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୫୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଗୁଳ ୨୫ ,ବାଲେଶ୍ୱର ୧୨ ,ବରଗଡ଼ ୧୬ ,ଭଦ୍ରକ ୧୩ ,ବଲାଙ୍ଗୀର ୨୨ ,କଟକ ୨୧ , ଗଜପତି ୨, ଗଞ୍ଜାମ ୭ ,ଜଗତସିଂହପୁର ୪ ,ଯାଜପୁର ୮ ,ଝାରସୁଗୁଡା ୧୦ ,କଳାହାଣ୍ଡି ୫, କେନ୍ଦ୍ରାପଡା ୧୨ ,କେନ୍ଦୁଝର ୧୩ ,ଖୋର୍ଦ୍ଧା ୪୨ ,କୋରାପୁଟ ୩ ,ମୟୁରଭଞ୍ଜ ୨୬ ,ନବରଙ୍ଗପୁର ୯ ,ନୟାଗଡ ୧ ,ନୂଆପଡା ୧୧ ,ପୁରୀ ୧୧ ,ରାୟଗଡା ୧ , ସମ୍ବଲପୁର ୧୫ ,ସୋନପୁର ୧,ସୁନ୍ଦରଗଡ ୬୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୭୨୭୯,ସୁସ୍ଥ ସଂଖ୍ୟା ୩୨୨୩୪୪, ସମୁଦାୟ ସକ୍ରିୟ ସଂଖ୍ୟା ୩୦୩୬ ,ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୮୮।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ