ଭୁବନେଶ୍ୱର, କମିଶନରେଟ ପୋଲିସର ଅପରାଧ ରୋକିବାକୁ ନୂଆ ପଦକ୍ଷେପ । ଭୁବନେଶ୍ୱର ଓ କଟକରେ ବଢ଼ୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ଏକ ନୂଆ ପଦକ୍ଷେପ ନେଇଛି । ଏନେଇ ଏକ ହ୍ୱାଟସ ଆପ ନମ୍ବର ଜାରି କରିବ କମିଶନରେଟ ପୋଲିସ । ଅପରାଧ ସମ୍ପର୍କରେ ଜଣାଇବା ପାଇଁ କାଲିଠାରୁ ୱାଟସ ଆପ ନମ୍ବର ଜାରି କରିବ କମିଶନରେଟ ପୋଲିସ । ଏହାଦ୍ୱାରା କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକେ ଏହି ନମ୍ବର ସାହାର୍ଯ୍ୟରେ ଜଣାଇପାରିବେ । ଏନେଇ ସୂଚନା ଦେଇଛନ୍ତି ଡିସିପି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍