ଭୁବନେଶ୍ୱର, ଆଜି ହେଉଛି ଇଂରାଜୀ ନୂତନ ବର୍ଷ । ଏହି ଦିନଟିକୁ ପ୍ରାୟ ସମସ୍ତେ ଉତ୍ସୁକତାର ସହ ପ୍ରତୀକ୍ଷା କରିଥାନ୍ତି କିନ୍ତୁ ୨୦୨୦ ମସିହାରେ ଆରମ୍ଭ ହୋଇଥିବା କରୋନା ମହାମାରୀର ଅତଙ୍କ ଯୋଗୁଁ ଜିରୋ ନାଇଟ ସେଲିବ୍ରେଶନକୁ ବନ୍ଦ କରିଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ନାଇଟ କର୍ଫ୍ୟୁ ଘୋଷଣା କରାଯାଇଥିଲା । ତେବେ ନୂଆବର୍ଷରେ କରୋନା ମହାମାରୀ ଯୋଗୁଁ ବିଭିନ୍ନ କଟକଣା ଲଗାଯାଇଛି । ଭିଡକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ ମନ୍ଦିର, ପିକନିକ ସ୍ପଟ, ତାରକା ହୋଟେଲ ଏବଂ ବେଳାଭୂମିକୁ ବନ୍ଦ କରି ଦିଆଯାଇଛି ।
ଇଂରାଜୀ ନବବର୍ଷ ୨୦୨୧ ଅବସରରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ