You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଜିଠାରୁ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
୨. ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ ।
୩. ଭଞ୍ଜାମ ଜିଲ୍ଲ୍ଲା ଭଞ୍ଜନଗରରେ ବିଦ୍ୟୁତ କାମ କରୁଥିବା ବେଳେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।
୪. ବିଶ୍ୱ ପାଣିପାଗ ସଙ୍ଗଠନର ସତର୍କବାଣୀ : ଆଗାମୀ ୫ ବର୍ଷ ହେବ ବିଶ୍ୱର ସବୁଠୁ ଉତ୍ତପ୍ତ ।
୫. ବଲାଙ୍ଗୀର ଜିଲ୍ଲା ସାଲେପାଲିପଡାରେ ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଛି ।
୬. ଘୋଷଯାତ୍ରା ନିମନ୍ତେ ଚଳଚଞ୍ଚଳ ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥ କାର୍ଯ୍ୟ ।
୭. ଚାନ୍ଦବାଲି ମେଡିକାଲ ନିକଟରେ କୋଇଲା ଚୋରା ଚାଲାଣ ବେଳେ ପୋଲସ ଉପରେ ଆକ୍ରମଣ କଲେ କୋଇଲା ମାଫିଆ ।
୮. ଆହୁରି ୩ ଦିନ ଯାଏଁ ସିଝିବ ଓଡିଶା । ଉପକୂଳରେ ଅସହ୍ୟ ହେବ ଗୁଳୁଗୁଳି ।
୯. ପୁଣି ଥାନାରେ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ । ୩ ବର୍ଷର ପୁରୁଣା ଘଟଣାର ଦେଲେ ଏତଲା ।
୧୦. ପୁରୀ କଟକ ରେଳ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ । ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।