You are currently viewing ଏଣିକି ରାସ୍ତାକଡ଼ରେ ମିଳିବନି ଠେଲା ଖାଦ୍ୟ

ଏଣିକି ରାସ୍ତାକଡ଼ରେ ମିଳିବନି ଠେଲା ଖାଦ୍ୟ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡ଼ା, ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା। ମୃତ ସଂଖ୍ୟା ବି ବଢୁଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରାସ୍ତାକଡ଼ରେ ବିକ୍ରି କରୁଥିବା ଫାଷ୍ଟଫୁଡ଼, ଠେଲାଖାଦ୍ୟ ବିକ୍ରିକୁ ଆଜିଠାରୁ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।