You are currently viewing କଳିଙ୍ଗ ଷ୍ଟାଡିଅମରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଲିଗ୍‌ ଆରମ୍ଭ

କଳିଙ୍ଗ ଷ୍ଟାଡିଅମରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଲିଗ୍‌ ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର, କଳିଙ୍ଗ ଷ୍ଟାଡିଅମରେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଲିଗ୍‌ ଆରମ୍ଭ ହୋଇଯାଇଛି । ଦୀର୍ଘ ୨୮ ଦିନ ଧରି ଚାଲିବ ଏହି ମ୍ୟାଚ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ମହିଳା ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଉଦ୍‌ଘାଟନୀ ମ୍ୟାଚରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଓ ଓଡ଼ିଶା ପୋଲିସ ମଧ୍ୟରେ ମୁକାବିଲା ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।