ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ

ଭୁବନେଶ୍ବର, ପ୍ରକାଶ ପାଇଲା ଓ ଜେ ଏସ ପରୀକ୍ଷା ଫଳ।। ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ ପ୍ରକାଶ ପାଇଛି। ମିଳିଥିବା ସୂଚନା ମୁତାବକ ପୁଅ ଙ୍କ ଅପେକ୍ଷା ଝିଅ ମାନେ ଆଗରେ ଅଛନ୍ତି।କୃତକାର୍ଯ୍ୟ ହୋଇଥିବା ୪୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୩୦ଜଣ ହେଉଛନ୍ତି ଝିଅ।ଏମାନେ ସମସ୍ତେ ସିଭିଲ ଜଜ ଭାବେ କାର୍ଯ୍ୟ କରିବେ । ପ୍ରକାଶିତ ଫଳ ଅନୁଯାୟୀ କୁଚିଣ୍ଡାର ଇପ୍ସିତା ପ୍ରଥମ ହୋଇଥିବା ବେଳ ଦ୍ୱିତୀୟ ସ୍ଥାନ ରେ ଅଛନ୍ତି ସମ୍ବେଦନା ସନ୍ଦୀପ ଓ ତୃତୀୟ ସ୍ଥାନରେ କୃଷ୍ଣା ମିଶ୍ର ରହିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.