କଟକ, ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ,ସୋୟା ବଡି ,ବିଭିନ୍ନ ପ୍ରକାରର ଭେଜାଲ ମସଲା ଦ୍ରବ୍ୟ ପରେ ପୁଣି ଭେଜାଲ ପନିର ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ମାମଲାରେ ଜଣକୁ ଗିରଫ କରିଛି ଚାଉଲିଆଗଞ୍ଜ ପୋଲିସ । ସେହି ବ୍ୟକ୍ତି ଜଣଙ୍କ ନାମ ହେଉଛି ଶୁକଦେବ ସାହୁ । ଏହି ମାମଲାରେ ସାମିଲ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ପୋଲିସ । ପ୍ରତିଦିନ କଲିକତାରୁ ବସ୍ ଯୋଗେ ୧୦ରୁ ୧୨ କ୍ବିଣ୍ଟାଲ ପନିର କଟକକୁ ଆସୁଥିଲା ଏବଂ ଏହାକୁ କିଲୋ ପ୍ରତି ୬୦ଟଙ୍କାରେ କିଣି ୨୨୦ଟଙ୍କାରେ ବିକ୍ରି କରାଯାଉଥିଲା । ୟୁରିଆ ସାର, ସଲଫୁରିକ୍ ଏସିଡ୍, ଗ୍ଲିସୋରିନ୍, ମଇଦା ଓ ନଷ୍ଟ ହୋଇଥିବା କ୍ଷୀରରୁ ପ୍ରସ୍ତୁତ ହେଉଥିଲା ପନିର୍ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ