You are currently viewing ହାତୀ ଆକ୍ରମଣରେ ଜଣେ ମୃତ

ହାତୀ ଆକ୍ରମଣରେ ଜଣେ ମୃତ

  • Post category:ଓଡିଶା
  • Reading time:1 mins read

ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହାତୀପାହୁଳ ଗ୍ରାମରେ ଘଟିଛି ଅଘଟଣ । ଉକ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଚକଟି ମାରି ଦେଇଛି । ପ୍ରକାଶ ଯୋଗ୍ୟଯେ, ଜମିରେ ପଶି ହାତୀ ଫସଲ ଖାଇଦେଉଥିବାରୁ ଜାଣି ବ୍ୟକ୍ତି ଜଣଙ୍କ ଘଉଡ଼ାଇବା ପାଇଁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ହାତୀ ଆକ୍ରମଣର ଶୀକାର ହୋଇ ବ୍ୟକ୍ତିଜଣଙ୍କ ପ୍ରାଣ ହରାଇଛନ୍ତି । ଖବରପାଇ ଘଟଣାସ୍ଥଳରେ ବନବିସଭାଗ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ଏପଟେ ପରିବାର ଲୋକ ସରକାରୀ ସହାୟତା ନିମନ୍ତେ ଦାବି କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।