ବାଲେଶ୍ୱର, ବାଲ୍ୱେର ଜିଲ୍ଲାରେ ନିର୍ମିତ ହେବ ଆଉ ଏକ କୋଭିଡ଼ ସେଣ୍ଟର ବା ହସ୍ପିଟାଲ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ସୂଚନାଥାଉକି, ବାଲେଶ୍ୱରରେ ଆଜି କରୋନା ସ୍ଥିତି ସମୀକ୍ଷା କରିବାପରେ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସଚିବ । ନିର୍ମିତ ହେବାକୁ ଥିବା ହସ୍ପିଟାଲ ୧୦୦ଶଯ୍ୟା ବିଶିଷ୍ଟ ହେବ । ସେଥିରେ ଆଇସିୟୁ ଏବଂ ଓଟିର ମଧ୍ୟ ବ୍ୟବସ୍ଥା ରହିବ ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା