ଭୁବନେଶ୍ୱର, ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରିଛି ଏସଆଇଟି । କିନ୍ତୁ ତାଙ୍କ ବିରୋଧରେ ପ୍ରମାଣ ଦେଖାଇବା ନିମନ୍ତେ ୨୪ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି ଏସଆଇଟି । ଗିରଫ ବ୍ୟକ୍ତି ଜଣଙ୍କ ନୟାଗଡ଼ ଜିଲ୍ଲା ଯଦୁପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଆଜି ଯଦୁପୁର ସ୍ଥିତ ଅଭିଯୁକ୍ତଙ୍କ ଘରେ ଏସଆଇଟି ପହଞ୍ଚି ତଦନ୍ତ କରୁଥିବା ଜାଣିବାକୁ ମିଳିଛି । ସୂଚନା ଥାଉକି, ଗତ ଜୁଲାଇ ୧୪ ତାରିଖରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର କୁନି ଝିଅ ପରୀ ନିଖୋଜ ହୋଇଥିଲା। ଏହାପରେ ଜୁଲାଇ ୨୩ ରେ ପରୀର ମୃତଦେହ ଘର ପଛପଟୁ ଉଦ୍ଧାର ହୋଇଥିଲା।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ