କଟକ, ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇଥିବା ଜଣାପଡ଼ିଛି । ପୁଣିଥରେ ବ୍ରେନଷ୍ଟ୍ରୋକର ଶିକାର ହୋଇଛନ୍ତି ଡି.ପ୍ରକାଶ । ସେ ଏବେ ଆଇସିୟୁରେ ରହିଥିବା ସୂଚନା ଦେଇଛନ୍ତି ଡାକ୍ତର । ପ୍ରକାଶ ଥାଉକି, ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଏସିବି ମେଡ଼ିକାଲରେ ଚିକିତ୍ସା ହେଉଥିବା ସମୟରେ ଥରେ ବ୍ରେନଷ୍ଟ୍ରୋକର ଶିକାର ହୋଇଥିଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ