You are currently viewing ବର୍ଷାଙ୍କୁ ଅନୁଭବଙ୍କ ପ୍ରଶ୍ନ

ବର୍ଷାଙ୍କୁ ଅନୁଭବଙ୍କ ପ୍ରଶ୍ନ

  • Post category:ଓଡିଶା
  • Reading time:1 mins read

କଟକ(୧୬.୯.୨୨) : ବର୍ଷା ଏବଂ ଅନୁଭବଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବଢିବାରେ ଲାଗିଛି । ତେବେ କୋର୍ଟ କେହି କାହାକୁ ଆକ୍ଷେପ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୋର୍ଟର ଏହି ନିର୍ଦ୍ଦେଶ କାମ ଦେଲା ନାହିଁ । ପୁଣିଥରେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି ଅନୁଭବ । ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏକ ଅଡିଓ କ୍ଲିପ । ତେବେ ଅନୁଭବ ଏହି ଅଡିଓ କ୍ଲିପକୁ ଅନୁଭବ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏବଂ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରେ ପ୍ରଶ୍ନ କରିଛନ୍ତି । କିନ୍ତୁ ଅପର ପକ୍ଷରୁ କିଛି ଉତ୍ତର ମିଳି ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌କୁ ଟୁଇଟରରେ ସେୟାର କରିଛନ୍ତି ଅନୁଭବ । ଏବଂ କହିଛନ୍ତି ଏଥିରେ ଥିବା ସ୍ପର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ବୋଲି ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଫିଲ୍ମ ରାଜନୀତି କ୍ଷେତ୍ରରେ ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ଏହାର ଉତ୍ତର ଆଶା କରିଛନ୍ତି ଅନୁଭବ ।

ଅନ୍ୟମାନଙ୍କୁ ଜଣାନ୍ତୁ।