ଭୁବନେଶ୍ୱର, ବିଜେଡ଼ି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ରାଜ୍ୟରେ ତିନୋଟି ଯାକ ରାଜନୈତିକ ଦଳ ପକ୍ଷରୁ ଏହି ବିଧାନସଭା କ୍ଷେତ୍ରକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଅଙ୍କ କଷା ଆରମ୍ଭ ହୋଇଛି । ଏଯାବତ୍ ନିର୍ବାଚନ ତାରିଖ ବିଧିବଧ ଭାବେ ଘୋଷଣା କରାଯାଇ ନଥିବାବେଳେ, ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ତରଫରୁ ନିର୍ବାଚନ ପାଇଁ ଆପାତତଃ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ୧୧୦ ପିପିଲି ବିଧାନସଭା କ୍ଷେତ୍ରରେ ସମୁଦାୟ ବୁଥ୍ ସଂଖ୍ୟା ୨୭୩ଥିବାବେଳେ, କୋଭିଡ଼୍ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ବୁଥ୍ ପ୍ରସ୍ତୁତି ହେଉଥିବାର ଜଣାପଡ଼ିଛି । ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୨୯୯୦୩ ଭୋଟର ଥିବାବେଳେ ତନ୍ମଧ୍ୟରୁ ୧୧୯୦୨୦ ପୁରୁଷ ଭୋଟର ଓ ୧୧୦୫୬୧ ମହିଳା ଭୋଟର ଅଛନ୍ତି । ସର୍ଭିସ ଭୋଟରଙ୍କ ସଂଖ୍ୟା ୩୨୦ଥିବା ଜଣାପଡ଼ିଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍