You are currently viewing ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର, ବହୁ ପ୍ରତିକ୍ଷାର ଅନ୍ତପରେ ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳା । ତେବେ ରାଜ୍ୟରେ ୯୭.୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୬୮,୩୭୪ ଜଣ ପାସ୍ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପାସ୍ ହାର କମିଥିବା ଜଣାପଡ଼ିଛି । ଛାତ୍ରଙ୍କ ପାସ୍ ହାର ୩୯ ପ୍ରତିଶତ ରହିଥିବାବେଳେ, ଛାତ୍ରୀଙ୍କ ପାସ୍ ହାର ୩୧ ପ୍ରତିଶତ ରହିଛି । ମିଳିଥିବା ସୂଚନା ମୂତାବକ ନୟାଗଡ଼ ଜିଲ୍ଲାରୁ ସର୍ବାଧିକ ୮୬.୫୧ ପ୍ରତିଶତ ପାସ୍ କରିଥିବାବେଳେ, ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପାସ୍ ହାର ହୋଇଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।