ରାଜଧାନୀରୁ ନାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି ଯୁବକଙ୍କୁ ଉଠାଇ ନେବା ଘଟଣାରେ ଏମିତି କହିଲେ ପୋଲିସ କମିଶନର

ଭୁବନେଶ୍ୱର, ଆଜି ନାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି ରାଜଧାନୀର ଜଣେ ଯୁବକଙ୍କୁ ଉଠାଇ ନେଇ ଅଜ୍ଞାତରେ ପଚାରଉଚୁରା କରୁଥିଲା । ଏହି ଘଟଣା ଜାଣିଲାପରେ ଏହାକୁ ସମସ୍ତେ ମାଓବାଦୀର ଲିଙ୍କ ବୋଲି ଭାବୁଥିଲେ । କିନ୍ତୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ମୁହଁ କହିଛନ୍ତି ଯେ, ଯୁବକଙ୍କୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ପଚରାଉଚୁରା କରାଯାଉଛି । ଏଥିରେ ମାଓବାଦୀର କୌଣସି ସମ୍ପୃକ୍ତି ନାହିଁ, ଅଜଥାରେ କୌଣସି ମିଥ୍ୟା ଗୁଜବ ସୃଷ୍ଟି କରନ୍ତୁନି ବୋଲି କହିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.