You are currently viewing ରାଜ୍ୟର ୧୪ ପୋଲିସ ପାଇବେ ପଦକ

ରାଜ୍ୟର ୧୪ ପୋଲିସ ପାଇବେ ପଦକ

ଭୁବନେଶ୍ୱର, ଓଡ଼ିଶାର ୧୪ ପୋଲିସ ପାଇବେ ପଦକ । ଉତ୍କୃଷ୍ଟ ସେବା ପାଇଁ ସେମାନଙ୍କୁ ଏହି ପଦକ ଦିଆଯିବ । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୋଲିସ ପଦକ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ୧୪ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।