ଭଦ୍ରକ, (ପ୍ରିୟବ୍ରତ ସେଠୀ): ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିମ ଉପରେ ବିଜେପିର ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି ଆଖଣ୍ଡଳମଣି ପ୍ରେସକ୍ଲବର କର୍ମକର୍ତ୍ତା । କେତେକ ବିଜେପିକର୍ମୀ ଆକ୍ରୋଶମୂଳକ ଭାବେ ନନ୍ଦିଘୋଷଟିଭିର କ୍ୟାମେରାମ୍ୟାନ ଓ ପ୍ରତିନିଧିଙ୍କୁ ମରଣାତ୍ମାକ ଆକ୍ରମଣ କରିବାକୁ ନେଇ ଆଜି ଆଖଣ୍ଡଳମଣିଙ୍କ ମନ୍ଦିର ସମ୍ମୁଖରେ ପ୍ରତିବାଦ କରାଯିବା ସହିତ ଗିରଫ ଦାବି କରିଛନ୍ତି ।
