ଭୁବନେଶ୍ୱର, ସରକାରୀ ଓ ଘରୋଇ ସଂସ୍ଥାକୁ ପରିବହନ କମିସନରଙ୍କ କଡ଼ା ନିର୍ଦେଶ । ଘରୋଇ ଅଣପରିବହନ ଗାଡ଼ିକୁ ଭଡ଼ାରେ ନ ନେବାକୁ ନିର୍ଦେଶ । କେବଳ ହଳଦିଆ ନମ୍ବର ପ୍ଲେଟ୍ ଥିବା ଗାଡ଼ିକୁ ଭଡ଼ାରେ ନେବାକୁ ନିର୍ଦେଶ । ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ହିଁ ଭଡ଼ାରେ ଲାଗି ପାରିବ । ଗାଡ଼ିର ସବୁ କାଗଜପତ୍ର ଠିକ୍ ଥିବା ଦରକାର । ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ମାଲିକଙ୍କ ନାଁରେ ଇ-ଚାଲାଣ କରାଯିବ ବୋଲି ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା