You are currently viewing ଲୋକସଭାରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ବରଗଡ଼ ସାଂସଦ

ଲୋକସଭାରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଲେ ବରଗଡ଼ ସାଂସଦ

ଭୁବନେଶ୍ୱର, ଲୋକସଭା ସଦନରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ଏନେଇ ସେ ନିଜ ଟ୍ୱିଟ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ସାଂସଦମାନେ ଏହି ମାସ୍କକୁ ବେଶ ପସନ୍ଦ କରିବା ସହ ନିଜେ ପରିଧାନ କରି ନିଜ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛନ୍ତି । ଏଥିନିମନ୍ତେ ସାଂସଦ ସୁରେଶ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।