ଝାରସୁଗୁଡ଼ା, କରୋନା ପାଇଁ ଦୀର୍ଘ ୯ମାସ ହେବ ବନ୍ଦ ରହିଥିଲା ସ୍କୁଲ କଲେଜ । ଜାନୁଆରୀ ୮ତାରିଖରେ ସରକାରଙ୍କ ନିଷ୍ପତ୍ତି ପରେ ଖୋଲିଛି ରାଜ୍ୟରେ ସ୍କୁଲ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ୩ଟି ହାଇସ୍କୁଲର ୧୯ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ଛାତ୍ରଛାତ୍ରୀ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବାପରେ ଅଞ୍ଚଳରେ ଚିନ୍ତା ବଢ଼ିଛି । ସ୍ମୁଲ ପରିସର, କ୍ଲାସ ରୁମ୍ ଓ ଶୌଚାଳୟକୁ ସାନିଟାଇଜ କରାଯାଇଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ