ସାରା ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ବଢି ବଢି ଚାଲିଛି। ଏନେଇ ରାଜ୍ୟରେ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି ସରକାର। ଏହାରି ମଧ୍ୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍ ହୋଇଛି। ଜଣେ ଡାକ୍ତର ଓ ନର୍ସ କୋରୋନା ପଜିଟିଭ ଚିହ୍ନଟ ପରେ CDMOଙ୍କ ନିର୍ଦେଶରେ ସିଲ୍ ହୋଇଛି ଅପରେସନ ଥିଏଟର ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ