You are currently viewing ଭିଜିଲାନ୍ସ କବଳରେ ବରିଷ୍ଠ କିରାଣୀ

ଭିଜିଲାନ୍ସ କବଳରେ ବରିଷ୍ଠ କିରାଣୀ

କନ୍ଧମାଳ, ଭିଜିଲାନ୍ସ କବଳରେ ଫୁଲବାଣୀ ଜିଲ୍ଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ । ତେବେ ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର ବିଲ୍ କରାଇ ଦେବା ପାଇଁ ତାଙ୍କଠାରୁ ୩ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ପରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ଅନ୍ୟମାନଙ୍କୁ ଜଣାନ୍ତୁ।