ଏମାର ମଠରୁ ମିଳିଲା ରୁପା ଇଟା

ପୁରୀ, ପୁଣି ଥରେ ଚର୍ଚ୍ଚାରେ ଏମାର ମଠ । ଆଜି ପୁରୀ ଏମାର ମଠର ଚଟାଣ ତଳୁ ୪୭ ଖଣ୍ଡ ରୁପା ଇଟା ଠାବ ହୋଇଛି । ଏମାର ମଠର ୪ ନମ୍ବର ଗାଦିରୁ ଏହି ରୂପା ଇଟା ମିଳିଥିବା ସୂଚନା ରହିଛି । ୨୦୧୦ରେ ଏହି ରୁପା ଇଟା ମଠ ମହନ୍ତଙ୍କୁ ଜିମା ଦିଆଯାଇଥିଲା । ।

ଏଠାରେ ସୂଚନାଯୋଗ୍ୟ ଯେ, ଏମାର ମଠରୁ ବହୁ ପୂରାତନ ବ୍ରୋଞ୍ଜ ମୂର୍ତ୍ତି, ରୁପାର ଫୁଲଦାନୀ ଓ ଖଣ୍ଡା ମଧ୍ୟ ଉଦ୍ଧାର ହୋଇଛି ।

Leave A Reply

Your email address will not be published.