ନିର୍ମାଲ୍ୟ ବିକ୍ରୀ ମାମଲାରେ ଆମାଜନ ନାଆଁରେ ଏତଲା

ପୁରୀ, ଆମାଜନରେ ନିର୍ମାଲ୍ୟ ବିକ୍ରୀ ମାମଲାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଏହି କାର୍ଯ୍ୟ ହୋଇଛି । ଏହାଦ୍ୱାରା ନିର୍ମାଲ୍ୟର ଅପମାନ ହେଉଥିବା ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି ମନ୍ଦିର ପ୍ରଶାସନ ।

Leave A Reply

Your email address will not be published.