ଭୁବନେଶ୍ୱର, ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିଛି ଦେଶାତ୍ମବୋଧକ ସଙ୍ଗୀତ ‘ଏ ମାଟି ଓଡିଶା ଏ ଜାତି ଓଡିଆ’ । ରାଜଭବନରେ ‘ଏ ମାଟି ଓଡିଶା ଏ ଜାତି ଓଡିଆ’ ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ । ଏହି ସଙ୍ଗୀତରେ ଜୟା ବିଶ୍ୱାସ ନିର୍ଦ୍ଦେଶନା ଦେଇଥିବାବେଳେ ଏହି ସଙ୍ଗୀତକୁ ଲେଖିଛନ୍ତି ବସନ୍ତ ରାଜ ସାମଲ । ଏଥିରେ ପ୍ରାୟ ୧୪ ଜଣ ଗାୟକ ଗାୟିକା କଣ୍ଠଦାନ କରିଛନ୍ତି । ଓଡିଶାର ଲୋକକଳା, ସଂସ୍କୃତି ପରିଚୟକୁ ପୁର୍ନଜୀବିତ କରିବା ପାଇଁ ଏହା ଏକ ପ୍ରୟାସ ।
ଏହି ସଙ୍ଗୀତକୁ ଦେଖିବାପାଇଁ ଏଠାରେ କ୍ଲିକ କରନ୍ତୁ :-
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍