ଭୁବନେଶ୍ୱର, ରାଜ୍ୟରେ ଲୁଟ ଓ ଚୋରି ଡକାୟତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁର୍ବୁତ୍ତ ମାନେ କାହାକୁ ଭୟ ନକରି ଦିନ ଦ୍ୱିପହରେ ଚୋରି ଡକାୟତ ଓ ଲୁଟ କରୁଛନ୍ତି । ଏନେଇ ସହରରେ ବଢ଼ୁଥିବା ଛିନତାଇ ରୋକିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ଏହି ସ୍ପେଶାଲ ଟିମ ଛିନତାଇ, ଲୁଟ ଭଳି ଅପରାଧ ଉପରେ ନଜର ରଖିବେ । ଏହି ସ୍ପେଶାଲ ଟିମରେ ଜଣେ କିମ୍ବା ଦୁଇ ଜଣ ଅଧିକାରୀ ରହିବେ ଏବଂ ତାଙ୍କ ସହ ୪ ଜଣ କନେଷ୍ଟବଲ ରହିବେ । ଏହି ସ୍ପେଶାଲ ଟିମରେ ଥିବା ଅଧିକାରୀଙ୍କୁ ଥାନାର ଅନ୍ୟ କୌଣସି ଦାୟିତ୍ୱ ଦିଆଯିବ ନାହିଁ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍