susanta nanda

ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କଲେ IFS ସୁଶାନ୍ତ ନନ୍ଦ

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଇଏଏଫ ସ୍ତରରେ ଅଦଳବଦଳ। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଭାବେ  IFS ସୁଶାନ୍ତ ନନ୍ଦଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। IFS ସୁଶାନ୍ତ ନନ୍ଦ ନିଜ ଦାୟିତ୍ବ ସହ ପିସିସିଏଫ- ୱାଇଲ୍ଡ ଲାଇଫ ଦାୟିତ୍ବ ତୁଲାଇବେ। ସେହିପରି IFS ମନୋଜ ନାୟାରଙ୍କୁ CDAର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ। ଏଥିସହ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ମନୋଜ ନାୟାର।

ଅନ୍ୟମାନଙ୍କୁ ଜଣାନ୍ତୁ।