You are currently viewing ଷ୍ଟିଲ କାରଖାନାରେ ବିସ୍ଫୋରଣ : କେହି ମୃତାହତ ହୋଇନଥିବା କର୍ତ୍ତୃପକ୍ଷଙ୍କ ସୂଚନା

ଷ୍ଟିଲ କାରଖାନାରେ ବିସ୍ଫୋରଣ : କେହି ମୃତାହତ ହୋଇନଥିବା କର୍ତ୍ତୃପକ୍ଷଙ୍କ ସୂଚନା

  • Post category:ଓଡିଶା
  • Reading time:1 mins read

ଏଏନଏସ : ଷ୍ଟିଲ କାରଖାନାରେ ବିସ୍ଫୋରଣ । ଫାଟିଲା ବ୍ଲାଷ୍ଟ ଫର୍ଣ୍ଣେସ୍ । ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧ ନିକଟରେ ଥିବା ରୁଙ୍ଗଟା ମାଇନ୍ସ ଷ୍ଟିଲ କାରଖାନାରେ ବିସ୍ଫୋରଣ ହୋଇଛି । ଏଥିରେ କେହି ମୃତାହତ ହୋଇ ନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ନିୟନ୍ତ୍ରଣ କରୁଛନ୍ତି। ତେବେ କେହି ମୃତାହତ ହୋଇଥିବାର ଏବେ ଯାଏ ସୂଚନା ମିଳିନି।

 

ଅନ୍ୟମାନଙ୍କୁ ଜଣାନ୍ତୁ।