You are currently viewing ରାଜଧାନୀରେ ତାମିଲନାଡୁ ଲୁଟେରା : ଚାରି ଲୁଟେରାଙ୍କୁ ଗିରଫ କରିଛି ପୋଲିସ

ରାଜଧାନୀରେ ତାମିଲନାଡୁ ଲୁଟେରା : ଚାରି ଲୁଟେରାଙ୍କୁ ଗିରଫ କରିଛି ପୋଲିସ

  • Post category:ଓଡିଶା
  • Reading time:1 mins read

ଏଏନଏସ : ରାଜଧାନୀରେ ତାମିଲନାଡୁ ଲୁଟେରାଙ୍କ ଆତଙ୍କ । ତାମିଲନାଡୁର ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗର ୪ଜଣ ଲୁଟେରା ରାଜଧାନୀର ଗଳି କନ୍ଦିରେ ବୁଲୁଥିଲେ ଏବଂ କାର କାଚ ଭାଙ୍ଗି ଲୁଟ୍ କରୁଥିଲେ । ଗିରଫ ପରେ ଏମାନଙ୍କ ପାଖରୁ ପୋଲିସ ୪ଟି ଲାପଟପ୍ ଓ ୨୫ଟି ମୋବାଇଲ ଜବତ କରିଛି । ବିିଭିନ୍ନ ମାର୍କେଟ ଅଞ୍ଚଳରୁ ପକେଟ୍ ମାର ମଧ୍ୟ କରୁଥିଲେ ଏହି ଲୁଟେରା ।

ସୂଚନା ଅନୁଯାଇ, ଏହି ସମସ୍ତ ଲୁଟେରା ତାମିଲନାଡୁର ହେଇଥିବା ସୂଚନା ମିଳିଛି । ଏମାନଙ୍କ ଗ୍ୟାଙ୍ଗର ନାଁ ହେଉଛି ତୀରଛି ଗ୍ୟାଙ୍ଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।