ଭୁବନେଶ୍ୱର: ଓଡ଼ିଶାରେ ଶୀତର ଲହରୀ ଜାରି ରହିଛି | ୧୦ ଡ଼ିଗ୍ରୀ ତଳେ ରାଜ୍ୟର ୧୧ଟି ସହରର ତାପମାତ୍ରା । ୫.୩ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ଆଜିର ଶୀତଳ ସହର ।
ଏଥି ସହିତ ଦାରଙ୍ଗବାଡି ୭ ,ଝାରସୁଗୁଡା ୮.୨ ,ବାରିପଦା ୮.୫ ,ସୁନ୍ଦରଗଡ଼ ୯ ,କୋରାପୁଟ ୯ ,ତାଳଚେର ୯.୩ ,କେନ୍ଦୁଝର ୯.୪ ,ଭବାନୀପାଟଣା ୯.୬ ,ସୋନପୁର ୯.୬ ,ବଲାଙ୍ଗୀର ୯.୮ ,କଟକ ୧୧.୫ ଓ ଭୁବନେଶ୍ୱରର ତାପମାତ୍ରା ୧୨.୨ ଡ଼ିଗ୍ରୀ ତାପମାତ୍ରା ରହିଛି |ଆହୁରି ମାସର ଶେଷ ପର୍ଯ୍ୟନ୍ତ ଅର୍ଥାତ ଜାନୁଆରୀ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବ |ଯାହା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି |
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ