ଚିଲିକା, ଆସନ୍ତା ଜାନୁଆରୀ ମାସଠାରୁ ଚିଲିକାରେ ଆରମ୍ଭହେବ ପକ୍ଷୀ ଗଣନା । ଏନେଇ ବନ ବିଭାଗ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଜାନୁଆରୀ ୩ରେ ଗଞ୍ଜାମ ଜିଲ୍ଲାରେ ପକ୍ଷୀ ଗଣନା ହେବାକୁ ଥିବାବେଳେ, ୫ରେ ଚିଲିକାରେ ପକ୍ଷୀ ଗଣନା ହେବବୋଲି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନମଣ୍ଡଳ ଅଞ୍ଚଳରେ ଥିବା ପ୍ରମୁଖ ଜଳାଶୟମାନଙ୍କରେ ହେବ ପକ୍ଷୀ ଗଣନା । ସବୁ ବର୍ଷ ଶୀତ ଦିନେ ଅନେକ ପ୍ରଭାତିର ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାନ୍ତି । ତେବେ କେଉଁ ପ୍ରଜାତିର ପକ୍ଷୀ କେଉଁ ଅଞ୍ଚଳରୁ ଓ କେତେ ପରିମାଣରେ ଆସିଥାନ୍ତି, ତାହା ଗଣନା ସମୟରେ ହିସାବ କରାଯାଇଥାଏ ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ