ଭୁବନେଶ୍ୱର, ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ । ଆଡିସନାଲ ଏସ୍ପିଙ୍କ ନେତୃତ୍ୱରେ ଟିମ୍ ଆଜି ନୟାଗଡ଼ ସଦରଥାନାରେ ପହଞ୍ଚିଥିଲେ । ସେଠାରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପରୀର ମାମୁଘରକୁ ଯାଇ ସେଠାରେ ପରୀ ମା ବାପାଙ୍କ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ । ସୂଚନାଥାଉକି, ୪ ମାସ ତଳେ ୫ବର୍ଷର ଶିଶୁକନ୍ୟା ପରୀକୁ ହତ୍ୟା କରାଯାଇଥିଲା । ଏତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଣ୍ଡ ପାଇନି ପରୀର ହତ୍ୟାକାରୀ । ଏଘଟଣାକୁ ନେଇ ପରୀର ବାପା ମା ବିଧାନସଭା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।
ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରାମହୁମାଛି ଆକ୍ରମରରେ ବୃଦ୍ଧ ଗୁରୁତର