You are currently viewing ‘ପରୀ’ ପ୍ରସଙ୍ଗ ନେଇ ଅପରାହ୍ନ ୩ଯାଏଁ ଗୃହ ମୁଲତବୀ

‘ପରୀ’ ପ୍ରସଙ୍ଗ ନେଇ ଅପରାହ୍ନ ୩ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ଆଜି ପୁଣିଥରେ ବିଧାନସଭାରେ ଉଠିଥିଲା ପରୀ ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି । ତେଣୁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହରେ ପ୍ରଥମେ ପରୀ କଥା ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୋଲି ସୂଚନା ମିଳିଛି । ଏସଆଇଟି ତଦନ୍ତ ସମ୍ପର୍କରେ ସରକାର ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।