You are currently viewing ଖରିଫ୍‌ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧି ବୃଦ୍ଧି

ଖରିଫ୍‌ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧି ବୃଦ୍ଧି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି ପାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ଅବଧି ବୃଦ୍ଧି କରାଯାଇଛି। ବନ୍ୟା ଓ କୋଭିଡ୍‌ ଦୃଷ୍ଟିରୁ  ଖାଦ୍ୟ ଯୋଗାଣ ଓ ପରିବାର କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। 

ଅନ୍ୟମାନଙ୍କୁ ଜଣାନ୍ତୁ।