ବାଲେଶ୍ୱର: ଜାନୁଆରୀ ୬ରୁ ଖୋଲିବ ବାଲେଶ୍ବର ଜିଲ୍ଲାର ଧର୍ମାନୁଷ୍ଠାନ ରେମୁଣା କ୍ଷୀରଚୋରା ଗୋପୀନାଥ, ପଞ୍ଚଲିଙ୍ଗେଶ୍ବର ମନ୍ଦିର, ନୀଳଗିରି ଓ ଇମାମି ଜଗନ୍ନାଥ, ଚନ୍ଦନେଶ୍ବର ଶିବ ମନ୍ଦିର | କୋଭିଡ ଗାଇଡ଼ଲାଇନ ପାଳନ କରି ସକାଳ ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଦର୍ଶନ କରିପାରିବେ ଭକ୍ତ | ତେବେ କୋଭିଡ ରିପୋର୍ଟ ନେଗେଟିଭ ଥିଲେ ପୂଜା କରିପାରିବେ ମନ୍ଦିରର ପୂଜକ |ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ