ନୂଆପଡା (୩୦.୩.୨୩) : ଟ୍ରାପ କ୍ୟାମେରାରେ ବାଘ । କ୍ୟାମେରା ଲେନ୍ସରେ କଏଦ ହେଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ବାଘ । ବିରାଟକାୟ କଲରା ପତରିଆ ବାଘ ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି । ମାସେ ହେବ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଭୟରେ ଦିନ କାଟୁଛନ୍ତି ଲୋକ । ପ୍ରତିଦିନ ଗୃହ ପାଳିତ ପଶୁଙ୍କୁ ମାରୁଛି ବିରାଟ ପଲରା ପତରିଆ । ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୫ଟି ଟ୍ରାପ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ଏଥିସହ ବନ କର୍ମଚାରୀ ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସଚେତନ କରାଯାଉଛି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ