ଯାଜପୁର, ମର୍ଣ୍ଣିଂୱାକ କରୁଥିବା ସମୟରେ ଯୁବତୀଙ୍କ ଉପରେ ଚଢ଼ିଗଲା ଟ୍ରକ । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ସଦର ଥାନା ନିକଟ କେତକିଆ ଛକ ନିକଟରେ । ସୂଚନାଥାଉକି, ବାରୁଆଁ ଗାଁର ଜଣେ ଯୁବତୀ ସକାଳେ ନିଜ ସାଙ୍ଗମାନଙ୍କ ସହ ମର୍ଣ୍ଣିଂୱାକରେ ଯାଇଥିଲେ । ସେହି ସମୟରେ ଏକ ଚିପ୍ସ ବୋଝେଇ ଟ୍ରକ ପଛପଟୁ ଆସି ଚଢ଼ି ଯାଇଥିଲା । ସଙ୍ଗେସଙ୍ଗେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଘଟଣାସ୍ଥଳରେ ଉତ୍ତେଜନ ପ୍ରକାଶ କରି ରାସ୍ତା ରୋକ କରାଯାଇଥିଲେ । ସଦର ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ରାସ୍ତାରୁ ଉଠିଥିଲେ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ