You are currently viewing ଆଜି ୨୦୨୩ର ପ୍ରଥମ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆଜି ୨୦୨୩ର ପ୍ରଥମ ରାଜ୍ୟ କ୍ୟାବିନେଟ୍‌ ବୈଠକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୧/୦୧. ଆଜି ବସୁଛି ଚଳିତ ବର୍ଷ ୨୦୨୩ର ପ୍ରଥମ ରାଜ୍ୟ କ୍ୟାବିନେଟ ବେଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନିଆଯିବାକୁ ପ୍ରସ୍ତାବ ଥିବା ଜଣାପଡିଛି। ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର। ଲୋକସେବା ଭବନରେ ପୂର୍ବାହ୍ନରେ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗ ଦେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।