ଭୁବନେଶ୍ୱର, ଏଣିକି ରାସ୍ତାରେ ଅଳିଆ ଆବର୍ଜନା ପକାଇଲେ ରଦ୍ଦ ହେବ ଟ୍ରେଡ଼ ଲାଇସେନ୍ସ । ଦୋକାନୀମାନେ ସଜାଗ ରହିବାକୁ ବିଏମ୍ସି ପକ୍ଷରୁ ସତର୍କ ସୂଚନା । ଭୁବନେଶ୍ୱର ମହାନଗରନିଗମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ମହାନଗର ନିଗମ ପକ୍ଷରୁ ଗ୍ରହଣ କରାଯାଇଛି କଡ଼ା ଆଭିମୁଖ୍ୟ । ରାସ୍ତା ଅପରିଷ୍କାର କରୁଥିବା ଦୋକାନୀଙ୍କ ଉପରେ ଜରିମାନା ସାଙ୍ଗକୁ ନିୟମ ଉଲଙ୍ଘନ ଅଭିଯୋଗରେ ରଦ୍ଦ କରାଯିବ ଲାଇସେନ୍ସ । ଦୋକନ ସମ୍ମୁଖରେ ଦୁଇଟି ଡଷ୍ଟବିନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି