ଭୁବନେଶ୍ୱର, ଆଗଭଳି ପୁଣିଥରେ ନୀୟମିତ ଚଳାଚଳ କରିବ ଟ୍ରେନ । କରୋନା କଟକଣା ପାଇଁ ଅନେକ ଦିନ ହେବ ଟ୍ରେନ ସେବା ବନ୍ଦ ପଡ଼ିଥିଲା । କେବଳ ପ୍ରବାସୀମାନଙ୍କ ପାଇଁ ଟ୍ରେନ ଚଳାଚଳ ହେଉଥିଲା । କିନ୍ତୁ ଏବେ ଆଗଭଳି ନିୟଭିତ ଭାବରେ ଚାଲିବ ଟ୍ରେନ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳ ବିଭାଗ । ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ହାୱଡ଼ା ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେମ ସବୁଦିନ ଚାଲିବ । ସେପଟେ ରାଜଧାନୀ ଏକ୍ସପ୍ରେସ ଓ ପୁରୁଷୋତ୍ତମ ଏକ୍ସପ୍ରେମ ପୂର୍ବ ନିର୍ଦ୍ଧାରିତ ଷ୍ଟପେଜରେ ରହିବ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ