ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ହାଇୱା ଗାଡିରଚକ, ଡ୍ରାଇଭର ଗୁରୁତର

ଜାତୀୟ ରାଜପଥ ୪୯ରେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ହୋଇଛି ଦୁର୍ଘଟଣା ।
ସୂଚନା ଅନୁଯାୟୀ, ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ରାସ୍ତା କାମ ଚାଲିଛି । ଏହି ସମୟରେ ଏକ ହାଇଓ୍ୱା ମାଟି ପକାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାଇଓ୍ୱା ଗାଡିର ଚକ ଜଳିଯାଇଛି । ଡ୍ରାଇଭରକୁଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.