ଓଡିଶା: ରାଜ୍ୟରେ ୨ ଜିଲ୍ଲାରେ କୋଭିଡ୍ ରୋଗୀ କମୁଥିବାରୁ ହସ୍ପିଟାଲ ବନ୍ଦ ନିଷ୍ପତ୍ତି ନିଆଯାଇଛି | ୨୦ ତାରିଖରୁ ବନ୍ଦ ହେବ ଗଞ୍ଜାମର ଟାଟା କୋଭିଡ୍ ହସ୍ପିଟାଲ୍ । ୩୧ ତାରିଖରୁ ବନ୍ଦ ହେବ କଟକର ଅଶ୍ୱନୀ କୋଭିଡ୍ ହସ୍ପିଟାଲ । ରୋଗୀ ଆଡ଼ମିଶନ ବନ୍ଦ ପାଇଁ ଟାଟା କୋଭିଡ୍ ହସ୍ପିଟାଲକୁ ନିର୍ଦ୍ଦେଶ ଦେବା ସହିତ ୨୧ରୁ ରୋଗୀ ଆଡମିଶନ ବନ୍ଦ ପାଇଁ ଅଶ୍ୱିନ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ବନ୍ଦ ନେଇ ଗଞ୍ଜାମ ଓ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି |
ସୂଚନାଥାଉ କି ରାଜ୍ୟରେ ଧୀରେ ଧୀରେ କରୋନା ପଜିଟିଭ ସଂଖ୍ୟା କାମୁଛି |ରାଜ୍ୟରେ ସ୍ଥିତି ବର୍ତମାନ ନିୟନ୍ତ୍ରଣ ରହିଛି |ପୂର୍ବ ଅପେକ୍ଷା ଦିନକୁ ୫୦୦ରୁ ତଳକୁ ରହୁଛି କରୋନା ପଜିଟିଭ ସଂଖ୍ୟା |
ହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭANS NEWS SUPERFAST [email protected]ଗୋଟେ ଲିମିଟ୍ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣରାମ ନବମୀ ମହୋତ୍ସବ ପାଇଁ ରାଫିଡ ଆସ୍କନ ଫୋର୍ସର ଫ୍ଲାଗମାର୍ଚ୍ଚ