ଭୁବନେଶ୍ୱର, ରାଜ୍ୟରେ ପରିବାର ଦର ଏବେ ଆକାଶ ଛୁଆଁ । ପ୍ରାୟ ସବୁ ପରିବା କିଲୋ ପିଛା ମୂଲ୍ୟ ୪୦ କିମ୍ବା ୫୦ରୁ ଅଧିକ ଟଙ୍କା ଦେଖିବାକୁ ମିଳୁଛି । ଲୋକମାନେ ଏବେ ପନି ପରିବା ଖାଇବା ବଦଳରେ ଆମିଷ କିଣି ଖାଇବାକୁ ପସନ୍ଦ କରୁଛନ୍ତି । କିଲୋ ଦରିଆରେ ପରିବା କିଣୁଥିବା ଗ୍ରାହକ ଏବେ ପାଏ କିମ୍ବା ଅଧକିଲୋଗ୍ରାମ କିଣୁଛନ୍ତି । ପରିବାର ଦାମ୍ ଏତେ ହୋଇଥିବାରୁ ଜଣେ ସାଧାରଣ ଗ୍ରାହକ ପାଇଁ ପରିବା କିଣିବା କଷ୍ଟକର ହୋଇପଡ଼ୁଛି । ରାଜ୍ୟରେ ଲଘୁଚାପ କାରଣରୁ ସବୁ ଆଡ଼େ ପାଣି ପଶିଯାଇଥିଲା । ତେଣୁ ସମସ୍ତ ଚାଷ ନଷ୍ଟ ହେବାଫଳରେ ଏଭଳି ପରିବାର ଦର ଆକାଶ ଛୁଆଁ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି