ଭୁବନେଶ୍ୱର: ରାଜଧାନୀରେ ଚଳିତ ବର୍ଷ ଫିକା ପଡିବ ଜିରୋ ନାଇଟ ସେଲିବ୍ରେସନ | ୩୧ତାରିଖ ଦିନ ଓ ରାତିରେ ଭୁବନେଶ୍ୱରରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ହୋଟେଲ ଓ କ୍ଳବ୍ରେ ହଠାତ ଚଢ଼ାଉ କରାଯିବ।ଏନେଇ DCP ସୂଚନା ଦେଇଛନ୍ତି |
ସୂଚନା ଅନୁସାରେ ଚଳିତ ବର୍ଷ ମହାନଗର ନିଗମରେ ଜିରୋ ନାଇଟ ସେଲିବ୍ରେସନ ବନ୍ଦ କରାଯାଇଛି | ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇଛି। ଜିରୋ ନାଇଟ ବାରଣ ନେଇ BMC କମିସନର ନିର୍ଦ୍ଦେଶନାମା ଦେଇଛନ୍ତି ।ହୋଟେଲ, କ୍ଲବ, କନଭେନସନ ହଲ, କଲ୍ୟାଣ ମଣ୍ଡପରେ ନପାଳି ନିଜ ଘରେ ପରିବାର ସହ ନୂଆବର୍ଷ ପାଳିବାକୁ BMC ନିର୍ଦ୍ଦେଶ ଦେଇଛି |ସେହିପରି ପୁରୀରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ । ହୋଟେଲଗୁଡ଼ିକ ନିଜ ଇନ୍ହାଉସରେ ସେଲିବ୍ରେସନ କରିପାରିବେ , ମାତ୍ର ଖୋଲା ଅଞ୍ଚଳରେ କରିପାରିବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ |
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ