ଭୁବନେଶ୍ୱର,ଆଉ ଦୁଇ ଦିନ ପରେ ନୂଆ ବର୍ଷ |ସାଧାରଣତଃ ନୂଆବର୍ଷରେ ଲୋକମାନେ ମଉଜ ମଜଲିସ କରିବା ପାଇଁ ପିକନିକ ,ଭୋଜିଭାତ ,ବୁଲାବୁଲି କରିବା ପାଇଁ ଏକାଠି ହୋଇଥାନ୍ତି |ବର୍ତ୍ତମାନ ମଧ୍ୟ କରୋନାର ପ୍ରକୋପ ଦେଶରୁ ଯାଇନି |କଟକଣା ନମାନିଲେ ପୁଣି କରୋନା ସଂକ୍ରମଣ ସଂଖ୍ୟା ବଢିବା |ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟସଚିବ ଚିଠି ଲେଖିଛନ୍ତି । ନୂଆବର୍ଷକୁ ଆଖିଆଗରେ ରଖି କୋଭିଡ କଟକଣା ଲାଗୁ କରିବା ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ । ରାଜ୍ୟରେ ୩୦, ୩୧ ଓ ୧ ତାରିଖରେ ଆବଶ୍ୟକସ୍ଥଳେ ନାଇଟ କର୍ଫ୍ୟୁ ଲଗାଇପାରିବେ ବୋଲି ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ