ଚଳିତ ବର୍ଷ ହୋଇପାରେ ପ୍ରବଳ ଶୀତ !

ନୂଆଦିଲ୍ଲୀ, ଚଳିତବର୍ଷ ଦୀର୍ଘ ହେବ ଶୀତ ଋତୁ, ପଡିବ ହାଡ଼ଥରା ଜାଡ଼ ! ଦେଶର ଉତ୍ତର ପାହାଡିଆ ଓ ସମତଳ ଅଞ୍ଚଳରୁ ମୌସୁମୀ ବିଦାୟ ନେଇସାରିଲାଣି। ଏହା ସହ ଆରମ୍ଭ ହୋଇଯାଇଛି ଶୀତ ଋତୁ ଆଗମନର ଅବଗଣନା। ଆଗାମୀ ଶୀତ ଋତୁ ଅନ୍ୟ ବର୍ଷମାନଙ୍କ ତୁଳନାରେ ଦୀର୍ଘ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଥିବା ବେଳେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି।

Leave A Reply

Your email address will not be published.