You are currently viewing ବିନା ଶୁଳ୍କରେ ଯୋଗ ଶିକ୍ଷା

ବିନା ଶୁଳ୍କରେ ଯୋଗ ଶିକ୍ଷା

  • Post category:ଓଡିଶା
  • Reading time:1 mins read

ଆଜାମଗଡ଼, (ବନ୍ଦିତା ଦାସ); ଜୁମ ଆପରେ ବିନା ଶୁଳ୍କରେ ଯୋଗ ଶିକ୍ଷା ଦେଉଛନ୍ତି ଓଡ଼ିଶାର ନୟାଗଡ଼ ଜିଲ୍ଲା ବାସିନ୍ଦା ବନ୍ଦିତା ଦାସ । ଏହି ମହିଳା ଜଣଙ୍କ ଉତ୍ତରପ୍ରଦେଶର ଆଜାମଗଡ଼ରେ ରହୁଥିବାବେଳେ, ସେଠାରେ ଯୋଗ ପ୍ରଶିକ୍ଷିକା ଭାବେ ସୁନାମ ଅର୍ଜନ କରିଛନ୍ତି । ସେ ଜଣେ ସମାଜସେବୀ ଓ ରେଡ଼କ୍ରସ ସଂସ୍ଥା ସହ ଦୀର୍ଘ ଦିନ ହେବ ଜଡ଼ିତ ।

ଅନ୍ୟମାନଙ୍କୁ ଜଣାନ୍ତୁ।