You are currently viewing ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read


ନିଆଳି,୦୫/୦୮: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାଟି ଓଲଟାପୁର ଥାନା ମଉଜପୁର ଗାଁରେ ଘଟିଛି । ମୃତ ଯୁବକ ହେଉଛନ୍ତି କୈଳାସ ବେହେରା । ସୂଚନା ଅନୁଯାୟୀ ବାରହା ମାରିବାପାଇଁ ବିଦ୍ୟୁତ ତାର ବିଛାଯାଇଥିଲା । ସକାଳୁ ସକାଳୁ କୈଳାସ କାକୁଡି ବିଲକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।